Author: Purva Paksha

PM Kuwait Visit: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁୱେତ ଯାଉଛନ୍ତି। କୁୱେତ ଏବଂ ଭାରତ ମଧ୍ୟରେ ସମ୍ପର୍କ ବହୁତ ଭଲ। ଅନେକ ଭାରତୀୟ ସେଠାକୁ ରୋଜଗାର କରିବାକୁ ଯାଇଥାନ୍ତି। କୁୱେତରେ ଜଣେ କୁଶଳୀ କାରିଗରଙ୍କ ହାରାହାରି ଦରମା ମାସିକ ପ୍ରାୟ ୧,୨୬୦ କୁଏତୀ ଦିନାର (ଭାରତୀୟ ମୁଦ୍ରାରେ ପ୍ରାୟ ୩,୪୭,୫୮୮.୩୨ ଟଙ୍କା) । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଡିସେମ୍ବର ୨୧) ଦୁଇ ଦିନିଆ କୁୱେତ ଗସ୍ତରେ ଯିବେ । ଚାରି ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ କୁୱେତ ଗସ୍ତ ହେବ। ଶେଷ ଥର ପାଇଁ ୪୩ ବର୍ଷ ତଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୮୧ରେ କୁୱେତ ଗସ୍ତ କରିଥିଲେ। ଦୁଇ ଦିନିଆ ଗସ୍ତ ରେ ପ୍ରଧାନମନ୍ତ୍ରୀ ମୋଦି କୁଏତର ଶୀର୍ଷ ନେତାଙ୍କ ସହ ବୈଠକ କରିବେ । କ୍ରାଉନ୍ ପ୍ରିନ୍ସ ଓ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ହେବ କୁୱେତର ଅମୀର…

Read More