Author: Purva Paksha

PM Modi interacts with Odia worker : କୁଏତ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଞ୍ଜାମର ଓଡ଼ିଆ କର୍ମୀମିକ ବବୁଲଙ୍କୁ ଭେଟି ଆମ ଦେଶର ବିକାଶରେ ପ୍ରବାସୀ ଭାରତୀୟଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ବବୁଲ ଗତ ୧୬ ମାସ ହେବ ଗଲ୍ଫ ସ୍ପିକ୍‍ର ମେଟାଲ ବିଭାଗରେ କାମ କରୁଛନ୍ତି। ପ୍ରଧାନମନ୍ତ୍ରୀ ‘ବିକଶିତ୍ ଭାରତ ୨୦୪୭’ ଦିଗରେ ଏକ ସାମୂହିକ ଜାତୀୟ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଞ୍ଜାମ ଜିଲ୍ଲାର ଜଣେ ଓଡ଼ିଆ ଶ୍ରମିକ ଏବଂ ଅନ୍ୟ ଭାରତୀୟ ଶ୍ରମିକଙ୍କ ସହ ଆଲୋଚନା କରି ଦେଶର ବିକାଶରେ ସେମାନଙ୍କ ଅବଦାନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଦୁଇ ଦିନିଆ କୁଏତ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ଶନିବାର କୁଏତର ଗଲ୍ଫ ସ୍ପିକ୍ ଲେବର କ୍ୟାମ୍ପକୁ ଯାଇ ଶ୍ରମିକମାନଙ୍କୁ ଭେଟିଥିଲେ। ଖଲ୍ଲିକୋଟ ଅଞ୍ଚଳର ଓଡ଼ିଆ ଶ୍ରମିକ ବବୁଲଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ଆଲୋଚନା କରିଥିଲେ। ସେ ପ୍ରାୟ ୧୬…

Read More