Author: Purva Paksha

ପ୍ରଧାନମନ୍ତ୍ରୀଙ୍କ ରାସ୍ତାରେ ବୟସ ଆଉ କଣ୍ଟା ହେବ ନାହିଁ। ଆଗାମୀ ୧୭ ତାରିଖ ପରେ ତାଙ୍କ ଉପରକୁ କେହି ବୟସକୁ ନେଇ ଅଙ୍ଗୁଳି ନିର୍ଦ୍ଦେଶ କରିବେ ନାହିଁ। ଏ ବାଟରେ ଥିବା ସମସ୍ତ କଣ୍ଟା କାଢ଼ିଛନ୍ତି ସଂଘ ପ୍ରମୁଖ ମୋହନ ଭାଗବତ। ବାସ୍ତବରେ ଏହି ବୟସ ପ୍ରତିବନ୍ଧକକୁ ନେଇ ତାଙ୍କୁ ହିଁ ପ୍ରତିବନ୍ଧକ ଭାବେ ଗ୍ରହଣ କରାଯାଉଥିଲା। ମୋଦୀ ସେପ୍ଟେମ୍ବର ୧୭ ପରେ ଆଉ ପଦବୀ ଗ୍ରହଣ ନ କରିପାରନ୍ତି ବୋଲି ଆଶଙ୍କା ସୃଷ୍ଟି ହୋଇଥିଲା। ହେଲେ ବର୍ତ୍ତମାନର ପରିସ୍ଥିତି ଓ ମୁଡ୍‍ ଅଫ୍‍ ଦି’ ନେସନ୍‍ ପରେ ଏବେ ଭାଗବତଙ୍କ ସ୍ପଷ୍ଟୀକରଣ ଦେଶରେ ଆସିବାକୁ ଥିବା ରାଜନୀତିକ ସଙ୍କଟକୁ ଦୂର କରିଛି। ଭାରତରେ ପ୍ରଧାନମନ୍ତ୍ରୀଙ୍କ ସର୍ବୋଚ୍ଚ ବୟସ ସୀମା କେତେ ହେବା ଆବଶ୍ୟକ? କେତେ ବର୍ଷରେ ଜଣେ ପ୍ରଧାନମନ୍ତ୍ରୀ ବି ଅବସର ନେବା ଉଚିତ? ଏ ବିଷୟରେ ସମ୍ବିଧାନ ନିର୍ମାତାମାନେ କୌଣସି ବିଧି ବ୍ୟବସ୍ଥାକୁ ଆଲୋଚନା କରି ନାହାନ୍ତି। ଭାରତର…

Read More