Author: Purva Paksha

Mandir masjid dispute remarks :ମୋହନ ଭାଗବତଙ୍କ ବୟାନକୁ ନେଇ ରାମଭଦ୍ରଚାର୍ଯ୍ୟ ପ୍ରତିକ୍ରିୟା ପ୍ରକାଶ କରିବା ସହ ସଂଘ ଓ ଭାଗବତଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ମନ୍ଦିର-ମସଜିଦ ବିବାଦ ଦିନକୁ ଦିନ ନୂଆ ମୋଡ଼ ନେଉଛି। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ଏ ନେଇ ଦେଇଥିବା ମନ୍ତବ୍ୟକୁ ନେଇ ନୂଆ ବିବାଦ ଆରମ୍ଭ ହୋଇଛି। ମୋହନ ଭଗବତଙ୍କ ବକ୍ତବ୍ୟ ଉପରେ ରାମଭଦ୍ରଚାର୍ଯ୍ୟ ପ୍ରତିକ୍ରିୟା ପ୍ରକାଶ କରିବା ସହ ଆରଏସଏସ ଏବଂ ଭାଗବତଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ମୋହନ ଭାଗବତ କହିଥିଲେ ଯେ ରାମ ମନ୍ଦିର ନିର୍ମାଣ ପରେ କିଛି ଲୋକ ଅନୁଭବ କରନ୍ତି ଯେ ସେମାନେ ନୂତନ ସ୍ଥାନରେ ସମାନ ପ୍ରସଙ୍ଗ ଉଠାଇ ହିନ୍ଦୁଙ୍କ ନେତା ହୋଇପାରିବେ। ଏହା ଗ୍ରହଣୀୟ ନୁହେଁ। ପ୍ରତିଦିନ ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି। ଏହାକୁ କିପରି ଅନୁମତି ଦିଆଯାଇପାରିବ? ଏହା ଜାରି ରହିପାରିବ ନାହିଁ। ଏହା ଉପରେ…

Read More