Author: Purva Paksha

Temples Start Appearing in Muslim Area: ଉତ୍ତରପ୍ରଦେଶର ବିଭିନ୍ନ ସହରର ମୁସଲମାନ ଅଧ୍ୟୁଷିତ ଅଞ୍ଚଳରେ ସପ୍ତାହକ ମଧ୍ୟରେ ୪ଟି ମନ୍ଦିର ଠାବ ହୋଇଛି। କାହିଁକି ଏହି ସହରମାନଙ୍କରେ ଥିବା ଏହି ଧାର୍ମିକ ସ୍ଥଳଗୁଡ଼ିକ ଅବହେଳିତ ହୋଇ ଭଙ୍ଗାରୁଜା ହେବାକୁ ଲାଗିଲା? ଏବେ ଏହି ମନ୍ଦିରଗୁଡ଼ିକୁ ଖୋଜି ନିଜ ପୁରୁଣା ରୂପକୁ ଫେରାଇ ଆଣିବା ପାଇଁ ହିନ୍ଦୁ ଗୋଷ୍ଠୀର ଆଗ୍ରହ ବୃଦ୍ଧି ପାଇଛି। ଯାହାକୁ ନେଇ ସାମାଜିକ ଉତ୍ତେଜନା ସୃଷ୍ଟି ହେଉଛି। ଉତ୍ତରପ୍ରଦେଶର ସହରଗୁଡ଼ିକରେ ବନ୍ଦ ଥିବା ମନ୍ଦିର ଖୋଜିବା ପ୍ରକ୍ରିୟା ଜାରି ରହିଛି। ସପ୍ତାହକ ମଧ୍ୟରେ ରାଜ୍ୟର ମୁସଲମାନ ଅଧ୍ୟୁଷିତ ସହରରେ ୪ଟି ମନ୍ଦିର ଠାବ ହୋଇଛି। ଖାଲି ସେତିକି ନୁହେଁ, ଦଶନ୍ଧି ପରେ ପୁଣିଥରେ ସେମାନଙ୍କ ମଧ୍ୟରେ ନିୟମିତ ପୂଜା ଆରମ୍ଭ ହୋଇଛି। ନିକଟରେ ଆଲିଗଡ଼ରେ ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ହିନ୍ଦୁ ଗୋଷ୍ଠୀ ଏକ ବନ୍ଦ ମନ୍ଦିର ପାଇଛନ୍ତି। ପୁଲିସ ମନ୍ଦିର ଉପରେ ନଜର ରଖି…

Read More