Author: Purva Paksha

cold sensitivity : ଥଣ୍ଡା ପାଗ ଆରମ୍ଭ ହୋଇଛି, କିନ୍ତୁ ଏହା ସମସ୍ତଙ୍କୁ ସମାନ ଭାବରେ ପ୍ରଭାବିତ କରେ ନାହିଁ। କାହାକୁ କମ୍ ଥଣ୍ଡା ଲାଗୁଥିବାବେଳେ ଆଉ କିଏ ଥଣ୍ଡା ଅନୁଭବ କରୁଛନ୍ତି। ଏପରି କାହିଁକି ଘଟୁଛି? କିଛି ଲୋକ ସମାନ ତାପମାତ୍ରାରେ କମ୍ ଅନୁଭବ କରନ୍ତି ତ ଆଉ କିଏ ଅଧିକ ଥଣ୍ଡା ଅନୁଭବ କରନ୍ତି? ଏହା ପଛରେ ବୈଜ୍ଞାନିକ କାରଣ କ’ଣ? ଏହା ପୁଣି ବର୍ଷର ସେହି ସମୟ ଯେତେବେଳେ ପ୍ରତିଦିନ ସକାଳେ ବିଛଣାରୁ ଉଠିବା ଏକ ଯୁଦ୍ଧ ଜିତିବା ପରି ଅନୁଭବ। ଡିସେମ୍ବର ଶେଷ ଦିନରେ ଶୀତ ନିଜର ଶୀତଳତାର ପୂରା ପ୍ରଭାବ ଦେଖାଉଛି। ଥଣ୍ଡା ପବନ ହାଡ଼ ଥରାଇ ଦେଉଛି। ସକାଳର କୁହୁ଼ଡି ମନେପକାଇ ଦେଉଛି ଯେ, ଶୀତ ଅଛି। କିନ୍ତୁ ଏହି ଶୀତଦିନେ ଆପଣ ଏକ ମଜାଦାର ଘଟଣାକୁ କେବେ ଅନୁଭବ କରିଛନ୍ତି କି? ଦୁଇ ପ୍ରକାରର ଲୋକ ଅଛନ୍ତି: ଯେଉଁମାନେ ଥଣ୍ଡା ବିଷୟରେ…

Read More