Author: Purva Paksha

Pakistans air strike: ମଙ୍ଗଳବାର ରାତିରେ ପାକିସ୍ତାନ ଆଫଗାନିସ୍ତାନର ଅଞ୍ଚଳରେ ଏୟାର ଷ୍ଟ୍ରାଇକ୍ କରିଥିଲା। ଯେଉଁଥିରେ ଏପର୍ଯ୍ୟନ୍ତ ୪୬ ଜଣଙ୍କର ମୃତ୍ୟୁ ଘଟିଛି। ତାଲିବାନ ସରକାରଙ୍କ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ଏହି ସୂଚନା ଦେଇଛନ୍ତି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଅଛନ୍ତି। ପାକିସ୍ତାନ ମଙ୍ଗଳବାର ରାତିରେ ନିଜର ପଡ଼ୋଶୀ ଦେଶ ଆଫଗାନିସ୍ତାନରେ ଥିବା ଅନେକ ତାଲିବାନ ଘାଟି ଉପରେ ଏୟାର ଷ୍ଟ୍ରାଇକ୍ କରିଛି। ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ୪୬ ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରମଣର ଶିକାର ହୋଇଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ମହିଳା ଓ ଶିଶୁ। ତାଲିବାନ ସରକାରଙ୍କ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ଏହି ସୂଚନା ଦେଇଛନ୍ତି। ଏହା ସହିତ ତାଲିବାନ ପ୍ରତିଶୋଧ ନେବାର ପ୍ରତିଜ୍ଞା କରିଛି। ତାଲିବାନ କହିଛି ଯେ,ଏହି କ୍ରୁକୃତ୍ୟର ପ୍ରତିଶୋଧ ଆମେ ନେବୁ। ପାକିସ୍ତାନୀ ଅଧିକାରୀମାନେ ଆନୁଷ୍ଠାନିକଭାବେ ଏୟାର ଷ୍ଟ୍ରାଇକ୍ କଥାକୁ ସ୍ୱୀକାର  କରିନଥିବା ବେଳେ ସେନା ସହିତ ସମ୍ପର୍କରେ ଥିବା ଗୋଟିଏ…

Read More