Author: Purva Paksha

ଡ. ସମନ୍ୱୟ ନନ୍ଦ ଭାରତର ପଶ୍ଚିମୋତ୍ତର ଅଞ୍ଚଳରେ ଆରମ୍ଭ ହୋଇଥିବା ଭାରତୀୟ ଦଶଗୁରୁ ପରମ୍ପରା ଯଦି ନ ଥାନ୍ତା ତେବେ ପାଖାପାଖି ଅଧା ଉତ୍ତର ଭାରତ ଇସଲାମରେ ମତାନ୍ତରିତ ହୋଇସାରିଥାନ୍ତା। ଦଶଗୁରୁ ପରମ୍ପରାର ଦଶମଗୁରୁ ଗୁରୁଗୋବିନ୍ଦ ସିଂହଙ୍କ ପ୍ରକାଶ ପର୍ବ ଦିନ ପ୍ରଧାନମନ୍ତ୍ରୀ ମୋଦୀ ୨୦୨୨ରେ ଦୁଇ ସାନ ଗୁରୁପୁତ୍ରଙ୍କ ବଳିଦାନ ଦିବସକୁ ବୀର ବାଳ ଦିବସରୂପେ ପାଳନ କରିବା ସମ୍ପର୍କରେ ଘୋଷଣା କରିଛନ୍ତି। ସେତେବେଳେ ମୋଗଲ ଶାସକ ଔରଙ୍ଗଜେବର ଶାସନ ଥିଲା। ସବୁଆଡ଼େ ହିନ୍ଦୁମାନଙ୍କୁ ଜୋରଜବରଦସ୍ତ ଧର୍ମାନ୍ତରୀକରଣ କରାଯାଉଥିଲା। ଜିଜିଆକର ନିଆଯାଉଥିଲା। ହିନ୍ଦୁମାନଙ୍କର ପବିତ୍ରସ୍ଥଳଗୁଡ଼ିକୁ ଅପବିତ୍ର କରାଯାଉଥିଲା। ଏଭଳି ଏକ ମହୁର୍ତ୍ତରେ ଭାରତୀୟ ଦଶଗୁରୁ ପରମ୍ପରାର ଦଶମଗୁରୁ ଗୁରୁ ଗୋବିନ୍ଦ ସିଂହ ଆନନ୍ଦପୁର ସାହେବଠାରେ ପଞ୍ଚ ପ୍ୟାରେଙ୍କୁ ନେଇ ଖାଲସା ପନ୍ଥ ଆରମ୍ଭ କରିଥିଲେ। ଗୁରୁ ଗୋବିନ୍ଦ ସିଂହଙ୍କ ପିତା ତଥା ନବମଗୁରୁ ଗୁରୁ ତେଗ୍‍ ବାହାଦୁର ଓ ଜେଜେବାପା  ଗୁରୁ ଅର୍ଜୁନ…

Read More