Author: Purva Paksha

BJD leader Ipsita : ବିଜେଡି ପ୍ରତିଷ୍ଠା ଦିବସରେ ଦେଖିବାକୁ ମିଳିଲା ଅଭାବନୀୟ ଘଟଣା। ବିଜେଡି ମୁଖପାତ୍ର ଇପ୍ସିତା ସାହୁଙ୍କ ଗାଲରେ ବସିଛି ଚାପୁଡ଼ା। ବରିଷ୍ଠ ବିଜେଡି ନେତାଙ୍କ ଉପସ୍ଥିତିରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା।  ଶଙ୍ଖ ଭବନରେ ବିଜେଡି ନେତ୍ରୀ ହାତାହାତି। ବିଜେଡି ପ୍ରତିଷ୍ଠା ଦିବସରେ ଦେଖିବାକୁ ମିଳିଲା ଅଭାବନୀୟ ଘଟଣା। ବିଜେଡି ମୁଖପାତ୍ର ଇପ୍ସିତା ସାହୁଙ୍କ ଗାଲରେ ବସିଛି ଚାପୁଡ଼ା। ବରିଷ୍ଠ ବିଜେଡି ନେତାଙ୍କ ଉପସ୍ଥିତିରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା। ସମସ୍ତେ ମହିଳାମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ହେଲେ ବିଜେଡିର ମହିଳା ଗୋଷ୍ଠୀ କାହିଁକି ଇପ୍ସିତା ସାହୁଙ୍କୁ ଆକ୍ରମଣ ଜାରୀ ରଖିଥିଲେ। ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଦଳର ଦୁଇଜଣ ବରିଷ୍ଠ ମହିଳା ସଦସ୍ୟ ଦଳର ପ୍ରତିସଷ୍ଠା ଦିବସ ସମାରୋହରେ ଆଗଧାଡ଼ିରେ ବସିଥିଲେ। ଇପ୍ସିତା ସେମାନଙ୍କୁ ପଛକୁ ଯାଇ ବସିବାକୁ ତାଗିଦ୍‍ କରିଥିଲେ। କିନ୍ତୁ ସେମାନେ ନିଜକୁ ବରିଷ୍ଠ କହି ପଛକୁ ଯିବାକୁ ମନା…

Read More