Author: Purva Paksha

Bamboo Household : ଆଧୁନିକତା ପ୍ରଭାବରେ ସହରାଞ୍ଚଳର ଘର ଗୁଡିକରେ କୁଲା, ଡାଲା ଆଦି ଦେଖିବାକୁ ମିଳୁନାହିଁ। ଲୋକେ ଏହି ସବୁ ସାମଗ୍ରୀକୁ ଘରେ ରଖିବାକୁ ଏତେଟା ପସନ୍ଦ କରୁନାହାନ୍ତି। ଆଧୁନିକତାର ପ୍ରଭାବରେ ହଜିଯାଉଛି କୌଳିକ ବୃତ୍ତି। ଦିନ‌କୁ ଦିନ ପ୍ଲାଷ୍ଟିକ ତିଆରି ଘର କରଣା ସାମଗ୍ରୀର ବହୁଳ ବ୍ୟବହାର ଯୋଗୁଁ ପାରମ୍ପରିକ ବାଉଁଶ ତିଆରି କୁଲା, ଡାଲା, ଭୋଗେଇ ଆଦିର ଚାହିଦା ହ୍ରାସ ପାଉଛି। ଯାହାର ସିଧା ପ୍ରଭାବ ପଡ଼ୁଛି କରିଗରଙ୍କ ହାଣ୍ଡିଶାଳ ଉପରେ। ଯୁଗଯୁଗ ଯୁଗ ଧରି ନଜ କୌଳିକ ବୃଭିକୁ ବଞ୍ଚାଇବା ପାଇଁ ପ୍ରୟାସ କରୁଥିବା ଏହି ବାଉଁଶ କାରିଗରଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଥିବାବେଳେ ଏମାନଙ୍କୁ ସରକାରୀ ପ୍ରୋସାହନ ମିଳୁନାହିଁ। ଫଳରେ ରୋଜଗାର କମିବା ସ‌ହ ଏସବୁ ସାମଗ୍ରୀ ଗୁଡିକ ତିଆରି କରିବା ପାଇଁ ନୂତନ ପିଢ଼ି ଆଉ ଆଗ୍ରହ ପ୍ରକାଶ କରୁନାହାନ୍ତି। ରାଜ୍ୟର  ବିଭିନ୍ନ ଅଞ୍ଚଳର ଅନେକ ପରିବାର ଏହି ବାଉଁଶ ସାମଗ୍ରୀ ତିଆରି କରିଥାନ୍ତି।…

Read More