Author: Purva Paksha

Gandhi Family: କଂଗ୍ରେସ ଦଳ ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ ଏବଂ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ନ୍ୟାୟ ଦେଇନାହିଁ, ଯେଉଁମାନେ ନିଜ କାର୍ଯ୍ୟକାଳ ମଧ୍ୟରେ ଦଳ ଏବଂ ଦେଶ ପାଇଁ ଉଲ୍ଲେଖନୀୟ ଅବଦାନ ଦେବା ସତ୍ତ୍ୱେ ଆନୁଗତ୍ୟର ମାନଦଣ୍ଡପୂରଣ କରିନଥିଲେ। କଂଗ୍ରେସ ଦଳର ଇତିହାସ ଭାରତର ସ୍ୱାଧୀନତା ସଂଗ୍ରାମ ସହିତ ଜଡ଼ିତ ଏବଂ ଏହି ଦଳ ଏକଦା ଦେଶର ରାଜନୈତିକ ଦୃଶ୍ୟପଟରେ ଆଧିପତ୍ୟ ବିସ୍ତାର କରିଥିଲା। କିନ୍ତୁ ଗତ କିଛି ଦଶନ୍ଧି ମଧ୍ୟରେ ଦଳ ଭିତରେ ରାଜନୀତି ଏବଂ ଏହାର ନିଷ୍ପତ୍ତି ଅନେକ ପ୍ରଶ୍ନ ଉଠାଇଛି। ଗାନ୍ଧି ପରିବାର ପ୍ରତି ଆନୁଗତ୍ୟ ଏବଂ ଏହାକୁ ନେଇ ଚାଲିଥିବା ନୀତି ଦଳକୁ କେଉଁଠି ନା କେଉଁଠି ସୀମିତ ଓ ରାଜନୀତିରେ ଅପ୍ରାସଙ୍ଗିକ କରିଦେଇଛି। ଏହି ସ୍ଥିତି ସେତେବେଳେ ଅଧିକ ସ୍ପଷ୍ଟ ହୋଇଯାଏ, ଯେତେବେଲେ କଂଗ୍ରେସ ଦଳ ଭିତରେ ସଂଗଠନ ଓ ଦେଶର ବିକାଶରେ ଯୋଗଦାନ ଦେଇଥିବା ଗାନ୍ଧିପରିବାର ବାହାର ବ୍ୟକ୍ତିଙ୍କୁ…

Read More