Author: Purva Paksha

Manmohan Singh Funeral: ଶିଖ୍ ଧର୍ମର ରୀତିନୀତି ଅନୁଯାୟୀ ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଜାଣନ୍ତୁ ହିନ୍ଦୁ ଧର୍ମର ଅନ୍ତିମ ସଂସ୍କାରର ରୀତିନୀତିଠାରୁ ଶିଖ୍‍ ଧର୍ମର ରୀତିନୀତି କେମିତି ଅଲଗା। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କର ୨୦୧୯ ଡିସେମ୍ବର ୨୬ତାରିଖରେ ଦେହାନ୍ତ ହୋଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର ଡିସେମ୍ବର ୨୮ ତାରିଖ ପୂର୍ବାହ୍ନରେ ଦିଲ୍ଲୀର ନିଗମବୋଧ ଘାଟରେ ସମ୍ପନ୍ନ ହୋଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ଅନ୍ତିମ ସଂସ୍କାର କରାଯାଇଛି। ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର ଶିଖ୍ ଧର୍ମର ରୀତିନୀତି ଅନୁଯାୟୀ ହୋଇଥିଲା। ଅନ୍ତିମ ସଂସ୍କାରକୁ ନେଇ ଭାରତରେ ବିଭିନ୍ନ ଧର୍ମର ଭିନ୍ନ ଭିନ୍ନ ପରମ୍ପରା ରହିଛି ଆସନ୍ତୁ ଜାଣିବା ହିନ୍ଦୁ ଧର୍ମର ଅନ୍ତିମ ସଂସ୍କାର ରୀତିନୀତିଠାରୁ ଶିଖ୍‍ ଧର୍ମର ରୀତିନୀତି କେତେ ଭିନ୍ନ। ଶିଖ ଧର୍ମରେ ଏହିଭଳି ଅନ୍ତିମ ସଂସ୍କାର କରାଯାଏ ଶିଖ୍ ଧର୍ମରେ ଅନ୍ତିମ ସଂସ୍କାର କିଛିମାତ୍ରାରେ…

Read More