Author: Purva Paksha

Amit Shah on Kashmir: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବୟାନ ଶୀତ ଋତୁରେ ରାଜନୀତିକୁ ଗରମ କରିପାରେ। କାଶ୍ମୀର ଗସ୍ତକୁ ନେଇ ଶାହା କଂଗ୍ରେସ ଓ ନ୍ୟାସନାଲ କନଫରେନ୍ସକୁ ଟାର୍ଗେଟ କରିଥିବାବେଳେ ଅନ୍ୟପଟେ ନୂଆ କାଶ୍ମୀର ଗଠନ ପାଇଁ ସଙ୍କେତ ଦେଇଛନ୍ତି। ପୁସ୍ତକ ଉନ୍ମୋଚନ ଅବସରରେ ଶାହ ମହର୍ଷି କଶ୍ୟପଙ୍କ ବିଷୟରେ ଉଲ୍ଲେଖ କରିଥିଲେ। ତାଙ୍କ ନାମରେ କାଶ୍ମୀରର ନାମକରଣ ହୋଇଥାଇପାରେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦେଲେ ବଡ଼ ବୟାନ। ଉନ୍ମୋଚିତ ପୁସ୍ତକରେ ମହସୀ କାଶ୍ୟପଙ୍କ ଉଲ୍ଲେଖ ରହିଛି। କାଶ୍ୟପଙ୍କ କାରଣରୁ ହିଁ ତାଙ୍କ ନାମରେ କାଶ୍ମୀରର ନାମକରଣ କରାଯାଇଛି। ଆଗାମୀ ଦିନରେ କାଶ୍ମୀରର ନାମ ମହର୍ଷି କଶ୍ୟପ ରଖାଯିବ କି? ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଏକ ବୟାନ ଏହି ଚର୍ଚ୍ଚାକୁ ବଢ଼ାଇ ଦେଇଛି। ଗୁରୁବାର ଦିନ କଶ୍ମୀର ଗସ୍ତ ଅବସରରେ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ମୁଁ ଖୁସି ଯେ ଆଜି କାଶ୍ମୀର…

Read More