Author: Purva Paksha

China investment in minerals: ସବୁଜ ଶକ୍ତି ପାଇଁ ବିଶ୍ୱକୁ ଖଣିଜ ପଦାର୍ଥର ଆବଶ୍ୟକତା ରହିଛି ଏବଂ ଚୀନ୍ ସେମାନଙ୍କ ଉପରେ ନିଜର ଦଖଲକୁ କଡ଼ାକଡ଼ି କରିଛି। ଆଫଗାନିସ୍ତାନଠାରୁ ଆରମ୍ଭ କରି ଜାମ୍ବିଆ ପର୍ଯ୍ୟନ୍ତ ଖଣିଜ ପଦାର୍ଥରେ ପୁଞ୍ଜିନିବେଶ ଏବଂ ଘରୋଇ ଉତ୍ପାଦନ ମାଧ୍ୟମରେ ଚୀନନିଜ ସ୍ଥିତିସୁଦୃଢ଼ କରୁଛି। ସବୁଜ ଶକ୍ତିଆଡ଼କୁ ଯିବା ପାଇଁ ଏବଂ ସ୍ମାର୍ଟ ଟେକ୍ନୋଲୋଜି ପାଇଁ ଡାଟା ସେଣ୍ଟର ନିର୍ମାଣ କରିବା ଲାଗୁ ବିଶ୍ୱକୁ ବିପୁଳ ପରିମାଣର ଖଣିଜ ପଦାର୍ଥର ଆବଶ୍ୟକତା ରହିଛି। ଏହି ଖଣିଜ ପଦାର୍ଥ ଉପରେ ଚୀନ୍ କ୍ରମାଗତ ଭାବେ ନିଜର ଦଖଲକୁ ମଜବୁତ କରିବାରେ ଲାଗିଛି। ଅନେକ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଉପରେ ନିଜର ଦବଦବା ବଢ଼ାଇ ଚୀନ୍ କମ୍ପାନିଗୁଡ଼ିକ ବିଶ୍ୱସ୍ତରରେ ବଡ଼ ବଡ଼ ଖଣିରେ ପୁଞ୍ଜିନିବେଶ କରୁଛନ୍ତି। ଏହି ସ୍ଥିତି କେବଳ ପାଶ୍ଚାତ୍ୟ ଦେଶମାନଙ୍କ ପାଇଁ ଚିନ୍ତାର ବିଷୟ ନୁହେଁ, ବରଂ ବିଶ୍ୱ ଯୋଗାଣ ଶୃଙ୍ଖଳା ଉପରେ ମଧ୍ୟ ଏହାର ପ୍ରଭାବ…

Read More