Author: Purva Paksha

Bihar Politics And Nitish Kumar: ବିହାର ରାଜନୀତିରେ ନୀତୀଶ କୁମାରଙ୍କ ପରବର୍ତ୍ତୀ ପଦକ୍ଷେପକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଜେପି ଏବଂ ଜେଡିୟୁ ମଧ୍ୟରେ ସମ୍ପର୍କରେ ଫାଟ, ଲାଲୁ ଯାଦବଙ୍କ ବୟାନ ଏବଂ ତେଜସ୍ୱୀ ଯାଦବଙ୍କ ସହ ନୀତୀଶଙ୍କ ଭାବମୂର୍ତ୍ତି ନୀତୀଶ ମହାମେଣ୍ଟରେ ଯୋଗ ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା ଜୋର ଧରିଛି। ନୀତୀଶ କୁମାରଙ୍କ ପ୍ରତିଟି ଶବ୍ଦର ଅନେକ ଅର୍ଥ ରହିଛି। ଦହି-ଚୁଡ଼ା ଭୋଜିରେ ପ୍ରସ୍ତୁତ ହେବ ପରବର୍ତ୍ତୀ ରଣନୀତି! ୧୦ ବର୍ଷରେ ୫ ଥର ମନ ବଦଳାଇଲେ ନୀତିଶ କୁମାର। ଲାଲୁ ପ୍ରସାଦଙ୍କ ଏହି ବୟାନକୁ ନେଇ ରାଜନୈତିକ ମହଲରେ ହଇଚଇ। ବିହାର ରାଜନୀତିରେ ପୁଣି ସରଗରମତା ଦେଖାଦେଇଛି। ନୀତୀଶ କୁମାର ପୁଣି ପଲଯି ମାରିବେ କି? ରାଜନୀତିପ୍ରତି ଆଗ୍ରହୀ ଲୋକଙ୍କ ପାଇଁ ଏହା ଆଜିକାଲି ଚର୍ଚ୍ଚାର ବିଷୟ ପାଲଟିଛି। ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ନୀତୀଶ କୁମାରଙ୍କ ନୀରବତା ଓ ଆରଜେଡି ନେତାଙ୍କ ବୟାନ ନିଆଁରେ ଘିଅ…

Read More