Author: Purva Paksha

HMPV In China: ଚୀନରେ ମେଟାପ୍ୟୁମୋଭାଇରସର ପ୍ରକୋପ ଗମ୍ଭୀର, କିନ୍ତୁ ଭାରତରେ ମେଟାପ୍ୟୁମୋଭାଇରସ୍ ଏକ ସାଧାରଣ ଶ୍ୱାସକ୍ରିୟା ଭୂତାଣୁ, ଯାହା ଥଣ୍ଡା ଭଳି ରୋଗ ସୃଷ୍ଟି କରେ, ଏଥିରେ ଫ୍ଲୁ ଭଳି ଲକ୍ଷଣ ରହିଛି। ଚୀନରେ ହ୍ୟୁମାନ ମେଟାପ୍ୟୁମୋଭାଇରସ୍ (ଏଚଏମପିଭି) ଭୂତାଣୁ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହି ଭୂତାଣୁ ବିଶେଷ କରି ପିଲାମାନଙ୍କଠାରେ ଦେଖାଯାଉଛି। କରୋନା ପରଠାରୁ ଲୋକମାନେ ନିଶ୍ଚିତଭାବେ କୌଣସି ଭାଇରସକୁ ନେଇ ଚିନ୍ତିତ ଥିବାବେଳେ ପୁଣିଥରେ ଚୀନରେ ପୁଣିଥରେ ନୂଆ ଭାଇରସ ଦ୍ରୁତ ଗତିରେ ବ୍ୟାପିବା ଖବର ଅନେକ ପ୍ରଶ୍ନ ଉଠାଇଛି। ଭାରତରେ ଏହି ଭୂତାଣୁକୁ ନେଇ ସ୍ଥିତି କ’ଣ ଏବଂ ଭାରତରେ ମଧ୍ୟ ଏହି ଭୂତାଣୁ ବ୍ୟାପିପାରେ କି? ଏହାକୁ ନେଇ ଡିଜିଏଚ୍ଏସ୍ ଏହି ଚିତ୍ରକୁ ସ୍ପଷ୍ଟ କରିଛି। ଶୁକ୍ରବାର ୩ ଜାନୁଆରୀ, ୨୦୨୫ ଚୀନ ମେମେଟାପ୍ୟୁମୋଭାଇରସ୍ ପ୍ରକୋପ ବିଷୟରେ ସୂଚନା ଦେଇ ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକ (ଡିଜିଏଚଏସ) ଡକ୍ଟର ଅତୁଲ ଗୋଏଲ କହିଛନ୍ତି, “ଚୀନରେ…

Read More