Author: Purva Paksha

Earthquake: ନେପାଳ, ଚୀନ୍ ଓ ଭାରତରେ ମଙ୍ଗଳବାର ଭୂମିକମ୍ପର ଝଟ୍‍କା ଅନୁଭୂତ ହୋଇଛି। ଏହା ପ୍ରଥମ ଥର ନୁହେଁ ଯେ ଜାନୁଆରୀରେ ଭୂମିକମ୍ପର ଏଭଳି ପ୍ରଭାବ ପଡ଼ିଛି। ଅତୀତର ଇତିହାସକୁ ଦେଖିଲେ ଆପଣ ଜାଣିପାରିବେ ଯେ ଜାନୁଆରୀରେ ହୋଇଥିବା ଭୂମିକମ୍ପ ଅନେକ ଦେଶରେ ବିପର୍ଯ୍ୟୟ ସୃଷ୍ଟି କରିଛି। ଜାନୁଆରୀ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ଅଧିକ ରହିଛି। ଜାଣନ୍ତୁ କେଉଁ ଦେଶରେ ଜାନୁଆରୀରେ ଭୂମିକମ୍ପରେ କେତେ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ଏହାର କାରଣ କ’ଣ? ନେପାଳ, ଚୀନ୍‍ ଓ ଭାରତରେ ମଙ୍ଗଳବାର ଭୂମିକମ୍ପର ଝଟ୍‍କା ଅନୁଭୂତ ହୋଇଛି। ଚୀନ୍‍ର ତିବ୍ବତ ପ୍ରଦେଶରେ ମଙ୍ଗଳବାର ୭.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହେବାଫଳରେ ୯୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୩୦ ଜଣ ଆହତ ହୋଇଛନ୍ତି। ଭାରତରେ ଭୂକମ୍ପର ପ୍ରଭାବ ସିକ୍କିମ, ଉତ୍ତରାଖଣ୍ଡ ଓ ବିହାରରେ ଦେଖିବାକୁ ମିଳିଥିଲା। ସେହିପରି ନେପାଳର କାଠମାଣ୍ଡୁ, କାବ୍ରେପାଲାଞ୍ଚୋକ, ସିନ୍ଧୁପାଲାଞ୍ଚୋକ, ଧଡିଙ୍ଗ ଓ ସୋଲୁଖୁମ୍ବୁରେ ଭୂମିକମ୍ପର ଝଟ୍‍କା ଅନୁଭୂତ ହୋଇଛି।…

Read More