Author: Purva Paksha

National anthem Guidelines: ତାମିଲନାଡୁ ବିଧାନସଭା ସମ୍ବିଧାନ ଏବଂ ଭାରତର ଜାତୀୟ ସଙ୍ଗୀତକୁ ଅସମ୍ମାନ କରିଛି ବୋଲି ତାମିଲନାଡୁର ରାଜଭବନ ଅଭିଯୋଗ କରିଛି। ସେପଟେ ରାଜ୍ୟପାଳ ଜାଣିଶୁଣି ବିବାଦ ସୃଷ୍ଟି କରୁଛନ୍ତି ବୋଲି ସରକାର କହୁଛନ୍ତି। ଜାଣନ୍ତୁ କ’ଣ ରହିଛି ଜାତୀୟ ସଙ୍ଗୀତର ଗାଇଡଲାଇନ? ୨୦୨୫ ଜାନୁଆରୀ ୬ ତାରିଖରେ ତାମିଲନାଡୁ ରାଜ୍ୟପାଳ ଆର୍‍ ଏନ୍ ରବି ବିଧାନସଭାର ପ୍ରଥମ ଅଧିବେଶନର ପ୍ରଥମ ଦିନରେ ଗୃହରେ ପାରମ୍ପରିକ ଅଭିଭାଷଣ ନ ଦେଇ ଚାଲିଯାଇଥିଲେ। ପରବର୍ତ୍ତୀ ସମୟରେ ନିର୍ଦ୍ଧାରିତ ଅଭିଭାଷଣ ପୂର୍ବରୁ ଜାତୀୟ ସଙ୍ଗୀତ ବଜାଯାଇନଥିବା ସେ ଅଭିଯୋଗ କରିଥିଲେ। ଗତବର୍ଷ ମଧ୍ୟ ସେ ସମାନ କାରଣ ଦର୍ଶାଇ ନିଜର ଅଭିଭାଷଣ ପଢ଼ିବାକୁ ମନା କରିଦେଇଥିଲେ। ତେବେ ରାଜ୍ୟ ସରକାର ଏ ନେଇ କ’ଣ କହୁଛନ୍ତି ଏବଂ ଜାତୀୟ ସଙ୍ଗୀତ ସମ୍ବନ୍ଧୀୟ ଗାଇଡଲାଇନ କ’ଣ ରହିଛି ତାହା ଆସନ୍ତୁ ଜାଣିବା। ତାମିଲନାଡୁ ବିଧାନସଭାରେ ଭାରତର ସମ୍ବିଧାନ ଓ ଜାତୀୟ ସଙ୍ଗୀତକୁ ଅସମ୍ମାନ କରାଯାଇଛି…

Read More