Author: Purva Paksha

Sana amjad-Shoaib chaudhary: ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରୁଥିବା ବିଷୟବସ୍ତୁ ଅପଲୋଡ୍ କରିଥିବାରୁ ପାକିସ୍ତାନ ଦୁଇ ଜଣ ୟୁଟ୍ୟୁବରଙ୍କୁ ଫାଶୀ ଦେଇଛି ବୋଲି ସୋସିଆଲ ମିଡିଆରେ ପ୍ରକାଶିତ ରିପୋର୍ଟରେ ଦାବି କରାଯାଇଛି। ଏହି ରିପୋର୍ଟ ଅନୁଯାୟୀ, ପାକିସ୍ତାନଠାରୁ ଅଧିକ ଉନ୍ନତି କରିଥିବାରୁ ଭାରତକୁ ପ୍ରଶଂସା କରୁଥିବବା ଦୁଇ ପ୍ରମୁଖ କଣ୍ଟେଣ୍ଟ କ୍ରିଏଟର ସନା ଅମଜାଦ ଏବଂ ସୋଏବ ଚୌଧୁରୀଙ୍କ ସମେତ ଅତି କମରେ ୧୨ ଜଣ ୟୁଟ୍ୟୁବରଙ୍କୁ ପାକିସ୍ତାନ ସେନା ଫାଶୀ ଦେଇଛି। ଏହି ୧୨ ଜଣ କଣ୍ଟେଣ୍ଟ କ୍ରିୟଟରଙ୍କ ଚ୍ୟାନେଲ ହଠାତ୍ ନିଷ୍କ୍ରିୟ ହୋଇଯିବାରୁ ଏହି କଳ୍ପନାଜଳ୍ପନା ସୃଷ୍ଟି ହୋଇଛି। ସନା ଅମଜାଦ୍ ଏବଂ ସୋଏବ ଚୌଧୁରୀ ସେମାନଙ୍କର ଷ୍ଟ୍ରିଟ୍ ଇଣ୍ଟରଭ୍ୟୁ ଏବଂ ପବ୍ଲିକ୍ ରିଆକ୍ସନ ଭିଡିଓ ପାଇଁ ପାକିସ୍ତାନରେ ଲୋକପ୍ରିୟତା ହାସଲ କରିଥିଲେ ଏବଂ ଭାରତରେ ମଧ୍ୟ ବହୁତ ଲୋକପ୍ରିୟ ଥିଲେ। ସୋଏବଙ୍କ ଚ୍ୟାନେଲ୍ ‘ରିଅଲ୍ ଏଣ୍ଟରଟେନମେଣ୍ଟ୍’ ଏବଂ ସନାଙ୍କ ସେଲ୍ଫ ଟାଇଟଲ୍ ଚ୍ୟାନେଲ୍…

Read More