Author: Purva Paksha

Economic survey 2024-25: ବଜେଟ୍ ପୂର୍ବରୁ ଜାରି ହୋଇଥିବା ଅର୍ଥନୈତିକ ସର୍ଭେରେ କାର୍ଯ୍ୟ-ଜୀବନ ସନ୍ତୁଳନ ଉପରେ ଆଲୋଚନା ହୋଇଥିଲା। ଏହି ସର୍ଭେରେ ୭୦ରୁ ୯୦ ଘଣ୍ଟା କାମ କରିବା ମାନସିକ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି କୁହାଯାଇଥିଲା। ଦେଶରେ ଗତ କିଛିଦିନ ଧରି କାର୍ଯ୍ୟଘଣ୍ଟାକୁ ନେଇ ବିତର୍କ ଚାଲିଛି। ପ୍ରଥମେ ଇନଫୋସିସ୍ ଅଧ୍ୟକ୍ଷ ନାରାୟଣମୂର୍ତ୍ତି ସାପ୍ତାହିକ କାର୍ଯ୍ୟଘଣ୍ଟା ବଢାଇ ୭୦ ଘଣ୍ଟା କରିବାକୁ ପରାମର୍ଶ ଦେଇଥିଲେ। ତାଙ୍କଠାରୁ ଆଉ ପାଦେ ଆଗକୁ ବଢ଼ି ଏଲ ଆଣ୍ଡ ଟି ଚେୟାରମ୍ୟାନ ଏନ ଏସ ସୁବ୍ରମଣ୍ୟମ ରବିବାର ଦିନ ସ୍ତ୍ରୀକୁ ନ ଦେଖି ୯୦ଘଣ୍ଟା କାମ କରିବାକୁ ନିଜ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ। ଯାହାକୁ ବହୁସ୍ତରରେ ବିରୋଧ କରାଯାଇଥିଲା। ମହିନ୍ଦ୍ରା ଗ୍ରୁପ ମୁଖ୍ୟ ଆନନ୍ଦ ମହିନ୍ଦ୍ରା ୭୦ କିମ୍ବା ୯୦ ଘଣ୍ଟିଆ କାମକୁ ପସନ୍ଦ କରିନଥିଲେ। ତେବେ ସପ୍ତାହକୁ କେତେଘଣ୍ଟା କାର୍ଯ୍ୟ କରାଯିବା ଉଚିତ ତାହାର ଉତ୍ତର ଅର୍ଥନୈତିକ ସର୍ଭେ ରିପୋର୍ଟ ଦେଇଛି ସଂସଦରେ…

Read More