Author: Purva Paksha

CEC: ନିର୍ବାଚନ ଘୋଷଣା ହେବାମାତ୍ରେ ଆଚରଣ ବିଧି ଲାଗୁ ହେବ। ଏହି ସମୟରେ ନିରପେକ୍ଷ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ନିର୍ବାଚନ ଆୟୋଗଙ୍କୁ ଅନେକ କ୍ଷମତା ପ୍ରଦାନ କରାଯାଇଥାଏ। କୌଣସି ଦଳ କିମ୍ବା ନେତାଙ୍କ ପାଇଁ ନିୟମ ପାଳନ ଜରୁରୀ। ଦିଲ୍ଲୀ ବିଧାନସଭା ନିର୍ବାଚନରେ ‘ପାଣି’କୁ ନେଇ ରାଜନୀତି ଉଷ୍ମ ହୋଇଛି। ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜରିୱାଲ ହରିୟାଣା ସରକାର ଦିଲ୍ଲୀ ଆସୁଥିବା ଯମୁନା ପାଣିରେ ବିଷ ମିଶାଉଥିବା ଅଭିଯୋଗ କରିଥିଲେ। ବିଜେପି ଏହାର ଦୃଢ଼ ବିରୋଧ କରିଛି ଏବଂ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ ମଧ୍ୟ କରାଯାଇଛି। ଏହାପରେ, ନିର୍ବାଚନ କମିଶନ ଅରବିନ୍ଦ କେଜରିୱାଲଙ୍କୁ ଏକ ନୋଟିସ୍‍ ପଠାଇ ତାଙ୍କ ପାଖରେ ଏଭଳି ଅଭିଯୋଗର କ’ଣ ପ୍ରମାଣ ଅଛି ତାହା ଦେବାକୁ କହିଛନ୍ତି। ଏହାପରେ, ଅରବିନ୍ଦ କେଜରିୱାଲ ମଧ୍ୟ ନିର୍ବାଚନ କମିଶନଙ୍କ ଉପରେ କଡ଼ା ଆକ୍ରମଣ କରିଛନ୍ତି ଏବଂ ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବା ପାଇଁ ମୁଖ୍ୟ…

Read More