Author: Purva Paksha

Sonia Gandhi: ଯଦିଓ ସୋନିଆ ଗାନ୍ଧି ଗଣମାଧ୍ୟମ ସହ କଥାବାର୍ତ୍ତା କରିବାରୁ ଦୂରେଇ ରହିଥିଲେ, ତଥାପି ବଜେଟ୍ ଅଧିବେଶନ ପୂର୍ବରୁ ରାଷ୍ଟ୍ରପତିଙ୍କ ଏକ ଘଣ୍ଟାର ଅଭିଭାଷଣ ଉପରେ ସେ ରାହୁଲ ଗାନ୍ଧିଙ୍କୁ ନିଜର ମତାମତ ଦେଉଥିବା ଶୁଣିବାକୁ ମିଳିଥିଲା। ରାଷ୍ଟ୍ରପତିଙ୍କ ବଜେଟ୍ ଭାଷଣକୁ ବୋରିଂ ବୋଲି କହିଛନ୍ତି ରାହୁଲ ଗାନ୍ଧି ପୂର୍ଣ୍ଣିଆ ସାଂସଦ ପପୁ ଯାଦବ କହିଲେ, ରାଷ୍ଟ୍ରପତି ‘ପ୍ରେମପତ୍ର’ ପଢ଼ନ୍ତି ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତିଙ୍କୁ ଅପମାନଜନକ ମନ୍ତବ୍ୟ ବୋଲି କହିଲା ବିଜେପି କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ବଜେଟ୍ ଅଧିବେଶନ ଉପରେ ରାଷ୍ଟ୍ରପତିଙ୍କ ପ୍ରାରମ୍ଭିକ ମନ୍ତବ୍ୟକୁ ସମାଲୋଚନା କରି କହିଛନ୍ତି ଯେ ଦ୍ରୌପଦୀ ମୁର୍ମୁ ଶେଷବେଳକୁ ବହୁତ ଥକି ଯାଉଥିଲେ ଏବଂ ତାଙ୍କ ପୁଅ ରାହୁଲ ଗାନ୍ଧୀ ଏହାକୁ ବୋରିଂ ବୋଲି କହିଥିଲେ। ଯଦିଓ ସୋନିଆ ଗାନ୍ଧି ଗଣମାଧ୍ୟମ ସହ କଥା ବାର୍ତ୍ତାକରିବାରୁ ଦୂରେଇ ରହିଥିଲେ, ତଥାପି ସଂସଦରେ ମୁର୍ମୁଙ୍କ ଏକ ଘଣ୍ଟାର ଅଭିଭାଷଣ ଉପରେ ସେ ରାହୁଲଙ୍କୁ…

Read More