Author: Purva Paksha

Nirmala Sitaraman to present 8th consecutive Budget Today, 10 points :ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତାର ଅଷ୍ଟମଥର ପାଇଁ କେନ୍ଦ୍ର ବେଜଟ୍‍ ଉପସ୍ଥାପନ କରିବେ। ସକାଳ ୧୧ଟାରେ ନିର୍ଦ୍ଧାରିତ ସମୟରେ ଲୋକସଭାରେ ଏହି ବଜେଟ୍‍ ଉପସ୍ଥାପନ ହେବ। ଆସନ୍ତୁ ନଜର ପକାଇବା ନିର୍ମଳାଙ୍କ ବଜେଟ ଏଥର କେଉଁ ଦିଗ ପ୍ରତି ଧ୍ୟାନ ଦେଇପାରେ କିଛି ୧୦ ପ୍ରମୁଖ ବିନ୍ଦୁ ମାଧ୍ୟମରେ। ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତାର ଅଷ୍ଟମଥର ପାଇଁ କେନ୍ଦ୍ର ବେଜଟ୍‍ ଉପସ୍ଥାପନ କରିବେ। ସକାଳ ୧୧ଟାରେ ନିର୍ଦ୍ଧାରିତ ସମୟରେ ଲୋକସଭାରେ ଏହି ବଜେଟ୍‍ ଉପସ୍ଥାପନ ହେବ। ଏହା ପୂର୍ବରୁ ଗତକାଲି ରାଷ୍ଟ୍ରପତିଙ୍କ ଅଭିଭାଷଣ ଏବଂ ଅର୍ଥନୀତିକ ସର୍ବେକ୍ଷଣ ରିପୋର୍ଟରେ ଦେଶର ଅର୍ଥନୀତି ସମ୍ମୁଖରେ ଥିବା ଆହ୍ୱାନ ଏବଂ କେଉଁ କ୍ଷେତ୍ରକୁ ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି ତାହା ସ୍ପଷ୍ଟ କରିଦେଇଛି। ଏହିକ୍ରମରେ ଉପସ୍ଥାପନ ହେବାକୁ ଥିବା ବଜେଟରେ ମଧ୍ୟବିତ୍ତଙ୍କ ଉତ୍‍ଥାନ ତଥା ସ୍ୱଚ୍ଛଳତା ବୃଦ୍ଧି…

Read More