ମହିଳାଙ୍କ ଉପରେ ଆକ୍ରମଣ ପରେ ଲୋକଙ୍କ ମାଡ଼ରେ ଯୁବକ ମୃତ, ପୁଲିସ ଭୂମିକା ନେଇ ଉଠିଲା ପ୍ରଶ୍ନ || Youth dies after being beaten by mob after attack on woman, questions raised over police role

ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ ଲୋକଙ୍କ ଦ୍ୱାରା ଅଭିଯୁକ୍ତକୁ ପିଟିପିଟି ହତ୍ୟା କରାଯାଇଥିବା ଘଟଣା ସମଗ୍ର ଓଡ଼ିଶାକୁ ଚିନ୍ତାରେ ପକାଇ ଦେଇଛି। ଦୁଇ ମହିଳାଙ୍କୁ ରାସ୍ତାରେ ଧକ୍କା ମାରି ନିର୍ମମ ଭାବେ ଆକ୍ରମଣ, ଅଶ୍ଳୀଳ ବ୍ୟବହାର ଓ ଦୁଷ୍କର୍ମ ଚେଷ୍ଟା ଅଭିଯୋଗ ପରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ହିଂସ୍ର ରୂପ ନେଇଥିଲା। ଏହି ଘଟଣାରେ ଜଣେ ଯୁବକ ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଲିସର ନିଷ୍କ୍ରିୟତାକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି। ଘଟଣାରେ ଆହତ ହୋଇଥିବା ଦୁଇ … Continue reading ମହିଳାଙ୍କ ଉପରେ ଆକ୍ରମଣ ପରେ ଲୋକଙ୍କ ମାଡ଼ରେ ଯୁବକ ମୃତ, ପୁଲିସ ଭୂମିକା ନେଇ ଉଠିଲା ପ୍ରଶ୍ନ || Youth dies after being beaten by mob after attack on woman, questions raised over police role