ଓଡ଼ିଶା ରାଜନୀତିରେ ମହିଳା ନେତୃତ୍ୱ: ବାସ୍ତବ କ୍ଷମତା ନା ପ୍ରଶାସନିକ ଛାୟା? || Women’s leadership in Odisha politics: Real power or administrative shadow?

ଓଡ଼ିଶାର ରାଜନୈତିକ ମାନଚିତ୍ର ଆଜି ଏକ ବଡ଼ ପରିବର୍ତ୍ତନର ସାକ୍ଷୀ ହେଉଛି। ପ୍ରତି ଗଳି କନ୍ଦିରେ, ପ୍ରତି ନିର୍ବାଚନ ମଣ୍ଡଳୀରେ ମହିଳା ନେତୃତ୍ୱର ଜୟଜୟକାର। କିନ୍ତୁ ଏମିତି ଏକ ପ୍ରଶ୍ନ, ଯାହା ଶାସନର ବନ୍ଦ କୋଠରୀରେ ସମସ୍ତଙ୍କୁ ଆନ୍ଦୋଳିତ କରୁଛି। ଓଡ଼ିଶାର ରାଜନୈତିକ ସ୍ପେସ୍‌ରେ ମହିଳାମାନଙ୍କର ଏହି ଆଗମନ କଣ ଏକ ବାସ୍ତବ କ୍ରାନ୍ତି, ନା ଏହା ଏକ ଯୋଜନାବଦ୍ଧ ଭ୍ରମ? କ୍ଷମତାର କରିଡରରେ ଆଜି ଯେତିକି ବିବିଧତା ଦେଖାଯାଉଛି, ତା’ ପଛରେ ଏକ ଅନ୍ଧାରିଆ ପ୍ରଶ୍ନ … Continue reading ଓଡ଼ିଶା ରାଜନୀତିରେ ମହିଳା ନେତୃତ୍ୱ: ବାସ୍ତବ କ୍ଷମତା ନା ପ୍ରଶାସନିକ ଛାୟା? || Women’s leadership in Odisha politics: Real power or administrative shadow?