ନୂଆ ‘ଇରାନ’ ସାଜିବ କି ତୁର୍କୀ? || Will Turkey create a new ‘Iran’?
ଆଜି ଆମେ ବିଶ୍ୱ ରାଜନୀତିର ଏକ ଏମିତି ଦିଗ ବିଷୟରେ କଥା ହେବା, ଯାହା ଆଗାମୀ ଦିନରେ ମଧ୍ୟପ୍ରାଚ୍ୟର ମାନଚିତ୍ର ବଦଳାଇ ଦେଇପାରେ। ଜେରୁଜେଲମ ପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ତୁର୍କୀର ରାଷ୍ଟ୍ରପତି ରେସେପ୍ ତାୟିପ୍ ଏର୍ଦୋଗାନ ଏବେ ଇସ୍ରାଏଲ ପାଇଁ ସବୁଠାରୁ ବଡ଼ ଶତ୍ରୁ ଭାବେ ଉଭା ହୋଇଛନ୍ତି। ବିଶେଷଜ୍ଞ ବେନ୍ ମେନାଚେମ୍ ଦାବି କରିଛନ୍ତି ଯେ ‘ତୁର୍କୀ ହେଉଛି ନୂତନ ଇରାନ’। କାହିଁକି ଏର୍ଦୋଗାନଙ୍କୁ ଇରାନ ଠାରୁ ବି ବିପଜ୍ଜନକ ବୋଲି କୁହାଯାଉଛି? … Continue reading ନୂଆ ‘ଇରାନ’ ସାଜିବ କି ତୁର୍କୀ? || Will Turkey create a new ‘Iran’?
Copy and paste this URL into your WordPress site to embed
Copy and paste this code into your site to embed