କେବଳ ରାହୁଲ-ପ୍ରିୟଙ୍କାଙ୍କ ଗସ୍ତରେ କାୟାକଳ୍ପ ହେବ କି ଓଡ଼ିଶା କଂଗ୍ରେସ? || Will the Odisha Congress be transformed solely by the visit of Rahul and Priyanka?

ଓଡ଼ିଶା ରାଜନୀତିରେ ଆଉଥରେ ସରଗରମ ହେବାରେ ଲାଗିଛି ରାଜନୈତିକ ପାରଦ। ୨୦୨୪ ମହାସମର ପରେ ଏବେ ୨୦୨୭ ପଞ୍ଚାୟତ ନିର୍ବାଚନ ଏବଂ ୨୦୨୯ ବିଧାନସଭା ଲଢ଼େଇକୁ ଆଖି ଆଗରେ ରଖି କଂଗ୍ରେସ ଦଳ ପୁଣିଥରେ ତଳସ୍ତରରୁ ସଂଗଠନକୁ ମଜଭୁତ କରିବାକୁ ରଣନୀତି ପ୍ରସ୍ତୁତ କରୁଛି। ଖବର ଆସୁଛି ଯେ, ଅକ୍ଟୋବର ମାସରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଛାତ୍ର ସମାଜକୁ ଆକୃଷ୍ଟ କରିବା ପାଇଁ ‘ଛାତ୍ରୋଁ କି ଗୁଞ୍ଜ’ କାର୍ଯ୍ୟକ୍ରମ … Continue reading କେବଳ ରାହୁଲ-ପ୍ରିୟଙ୍କାଙ୍କ ଗସ୍ତରେ କାୟାକଳ୍ପ ହେବ କି ଓଡ଼ିଶା କଂଗ୍ରେସ? || Will the Odisha Congress be transformed solely by the visit of Rahul and Priyanka?