Will ‘cunning’ Naveen accept Bhakta’s proposal? || ଭକ୍ତଙ୍କ ପ୍ରସ୍ତାବ ଗ୍ରହଣ କରିବେ କି ‘ଧୂର୍ତ୍ତ’ ନବୀନ?

ଓଡ଼ିଶା ରାଜନୀତିରେ ଯଦି “ଧୂର୍ତ୍ତତା”କୁ ରାଜନୈତିକ ବୁଦ୍ଧି, ସମୟ ବୁଝିବା କ୍ଷମତା ଓ ସୁଯୋଗକୁ ନିଜ ପକ୍ଷରେ ଘୁଞ୍ଚାଇ ନେବା ଦକ୍ଷତା ଭାବେ ବ୍ୟାଖ୍ୟା କରାଯାଏ, ତେବେ ସେହି ତାଲିକାର ଶୀର୍ଷରେ ଥିବା ନାମ ହେଉଛି- ନବୀନ ପଟ୍ଟନାୟକ। ଏହା ନିନ୍ଦା ନୁହେଁ, ବରଂ ଓଡ଼ିଶାର ୨୮ ବର୍ଷର ରାଜନୀତିକ ଅଭିଜ୍ଞତାରୁ ଉପଜିଥିବା ଏକ ମୂଲ୍ୟାଙ୍କନ। ଭାରତୀୟ ରାଜନୀତିରେ ଦିବଂଗତ ରାମ ବିଳାସ ପାଶୱାନ କିମ୍ବା ଅଜିତ ପାୱାରଙ୍କ ଭଳି ନବୀନ ପଟ୍ଟନାୟକ ମଧ୍ୟ ଏକ ପ୍ରକାର … Continue reading Will ‘cunning’ Naveen accept Bhakta’s proposal? || ଭକ୍ତଙ୍କ ପ୍ରସ୍ତାବ ଗ୍ରହଣ କରିବେ କି ‘ଧୂର୍ତ୍ତ’ ନବୀନ?