କାହିଁକି କରିବେ ଅଯୋଗ୍ୟ? || Why would you do it unworthy?

ଓଡ଼ିଶା ରାଜନୀତିରେ ଏପ୍ରିଲ ୧୬ ତାରିଖରେ ଯେଉଁ ବଡ଼ ଝଡ଼ ସୃଷ୍ଟି ହୋଇଥିଲା ତାହା ଏବେ ମହାବାତ୍ୟା ଆଡ଼କୁ ମୁହାଁଇଛି। ଯେଉଁ ଖେଳ ରାଜ୍ୟସଭା ନିର୍ବାଚନ ଦିନ ଆରମ୍ଭ ହୋଇଥିଲା, ତାହା ଏବେ ବିଧାନସଭାର ବାଚସ୍ପତିଙ୍କ କକ୍ଷରେ ପହଞ୍ଚିଛି। ବିରୋଧୀ ଦଳ ବିଜେଡି ଏବେ ‘ଆଣ୍ଟି-ଡିଫେକ୍ସନ ଲ’ ବା ଦଳବଦଳ ବିରୋଧୀ ଆଇନର ବ୍ରହ୍ମାସ୍ତ୍ର ଧରି ବାହାରିଛି। ବିଜେଡିର ଏକ ଶକ୍ତିଶାଳୀ ପ୍ରତିନିଧି ଦଳ ୨୭ ଏପ୍ରିଲରେ ବାଚସ୍ପତି ସୁରମା ପାଢ଼ୀଙ୍କୁ ଭେଟି ଦଳର ୮ ଜଣ … Continue reading କାହିଁକି କରିବେ ଅଯୋଗ୍ୟ? || Why would you do it unworthy?