ପଶ୍ଚିମବଙ୍ଗ ନିର୍ବାଚନ ୨୦୨୬ – ବିଜେପି ପାଇଁ କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ? || Why West Bengal Elections 2026 is so important for BJP?

ପଶ୍ଚିମବଙ୍ଗ ରାଜନୀତି ଏବେ ସରଗରମ। ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆପଣ ବଙ୍ଗଳାର ରାସ୍ତାରେ ସାଧାରଣ ଲୋକଙ୍କ ସହ ଜଳଖିଆ ଖାଉଥିବାର ଦେଖୁଥିବେ, ତ ଅନ୍ୟପଟେ ଗୃହମନ୍ତ୍ରୀ ଅମିତ ଶାହ ମହିଳାମାନଙ୍କୁ ମାସିକ ୩୦୦୦ ଟଙ୍କା ଦେବାର ବଡ଼ ପ୍ରତିଶ୍ରୁତି ଦେଉଛନ୍ତି। କିନ୍ତୁ ପ୍ରଶ୍ନ ଉଠୁଛି, ଯେଉଁ ଦଳ ଭାରତର ଅଧାରୁ ଅଧିକ ରାଜ୍ୟରେ ଶାସନ କରୁଛି, ସେହି ବିଜେପି ପାଇଁ ପଶ୍ଚିମବଙ୍ଗ ଏତେ ଗୁରୁତ୍ୱପୂର୍ଣ୍ଣ କାହିଁକି? କାହିଁକି ୨୦୨୧ ପରଠାରୁ ବିଜେପି ଏହି ରାଜ୍ୟ … Continue reading ପଶ୍ଚିମବଙ୍ଗ ନିର୍ବାଚନ ୨୦୨୬ – ବିଜେପି ପାଇଁ କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ? || Why West Bengal Elections 2026 is so important for BJP?