ନବୀନଙ୍କ ଗର୍ଜନରେ କାହିଁକି ଥରହର ରାଜ୍ୟ ବିଜେପି? || Why is the state BJP trembling under Naveen’s roar?

ଓଡ଼ିଶା ରାଜନୀତିରେ ଏବେ ଏକ ଅଦ୍ଭୁତ ନିସ୍ତବ୍ଧତା। ଯେଉଁ ନେତାଙ୍କୁ ଦିନେ ଘେରିବା ପାଇଁ ରାଜ୍ୟ ବିଜେପିର ବଡ଼ ବଡ଼ ହେଭିୱେଟ୍ ନେତାମାନେ ରାଜରାସ୍ତାରୁ ବିଧାନସଭା ପର୍ଯ୍ୟନ୍ତ କମ୍ପାଇ ଦେଉଥିଲେ, ଆଜି ସେହି ନେତାଙ୍କ ଗୋଟିଏ ବୟାନରେ ଶାସକ ଦଳ ସମ୍ପୂର୍ଣ୍ଣ ଚୁପ୍। ପ୍ରସଙ୍ଗ ହେଉଛି କେନ୍ଦ୍ର ସରକାରଙ୍କ ବିବାଦୀୟ ନୂତନ ଖଣି ଓ ଖଣିଜ ସଂଶୋଧନ ଆଇନ। ଅଗଷ୍ଟ ୧୯ ତାରିଖରେ ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ … Continue reading ନବୀନଙ୍କ ଗର୍ଜନରେ କାହିଁକି ଥରହର ରାଜ୍ୟ ବିଜେପି? || Why is the state BJP trembling under Naveen’s roar?