Why is the dream of ‘Everyone should study, everyone should grow’ unfulfilled in Odisha? || ‘ସଭିଏଁ ପଢ଼ିବେ–ସଭିଏଁ ବଢ଼ିବେ’ ସ୍ୱପ୍ନ ଓଡ଼ିଶାରେ କାହିଁକି ଅଧୂରା?

‘ସଭିଏଁ ପଢ଼ିବେ–ସଭିଏଁ ବଢ଼ିବେ’—ଏହି ସ୍ଲୋଗାନ କେବଳ ଗୋଟିଏ ସରକାରୀ ସ୍ଲୋଗାନ୍ ନୁହେଁ; ଏହା ଭାରତୀୟ ଗଣତନ୍ତ୍ରର ଶିକ୍ଷା ଦର୍ଶନର ସାରକଥା। ସମ୍ବିଧାନରେ ୧୪ ବର୍ଷ ବୟସ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ନିଶୁଳ୍କ ଓ ବାଧ୍ୟତାମୂଳକ ଶିକ୍ଷା ଦେବାର ବ୍ୟବସ୍ଥା, ଶିକ୍ଷା ଅଧିକାର ଆଇନ୍, ଅଙ୍ଗନବାଡ଼ିରୁ ଆରମ୍ଭ କରି ମେଟ୍ରିକ ପର୍ଯ୍ୟନ୍ତ ମାଗଣା ଭୋଜନ, ପୋଷାକ, ପାଠ୍ୟପୁସ୍ତକ-ସବୁ ଯୋଜନା ଏହି ଲକ୍ଷ୍ୟକୁ ନେଇ। ତଥାପି ପ୍ରଶ୍ନ ହେଉଛି-ଏତେ ଯୋଜନା, ଏତେ ଅର୍ଥବ୍ୟୟ ସତ୍ତ୍ୱେ ଓଡ଼ିଶାରେ ମେଟ୍ରିକ ପୂର୍ବରୁ ପିଲାମାନେ … Continue reading Why is the dream of ‘Everyone should study, everyone should grow’ unfulfilled in Odisha? || ‘ସଭିଏଁ ପଢ଼ିବେ–ସଭିଏଁ ବଢ଼ିବେ’ ସ୍ୱପ୍ନ ଓଡ଼ିଶାରେ କାହିଁକି ଅଧୂରା?