Why is the BJP unpopular in Odisha? II ଓଡ଼ିଶାରେ ବିଜେପି ବଦନାମ କାହିଁକି?
୨୦୨୪ ମସିହା… ଓଡ଼ିଶା ରାଜନୀତି ପାଇଁ ଏକ ଅଭୂତପୂର୍ବ ଏବଂ ଐତିହାସିକ ବର୍ଷ ଥିଲା। ଦୀର୍ଘ ୨୪ ବର୍ଷର ନବୀନ ପଟ୍ଟନାୟକଙ୍କ ସରକାରର ଅବସାନ ଘଟାଇ ରାଜ୍ୟରେ ପ୍ରଥମ ଥର ପାଇଁ କମଳ ଫୁଟିଲା। ବିଜେପି ସରକାର ଗଠନ କଲା ଏବଂ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ ନିଜର ବିଜୟ ଭାଷଣ ଦେଲାବେଳେ ପ୍ରଥମେ ‘ଜୟ ଜଗନ୍ନାଥ’ ତିନି ଥର ଉଚ୍ଚାରଣ କରି ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଥିଲେ। କାହିଁକି ନା, ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ର … Continue reading Why is the BJP unpopular in Odisha? II ଓଡ଼ିଶାରେ ବିଜେପି ବଦନାମ କାହିଁକି?
Copy and paste this URL into your WordPress site to embed
Copy and paste this code into your site to embed