କାହିଁକି ନୀରବ ମୋଦୀ ଜୀ ? || Why is Modi ji silent?

ରାଜନୀତି ବିଷୟରେ ଗୋଟିଏ ପୁରୁଣା କଥା ଅଛି— ” ରାଜନୀତି ପ୍ରଥମେ ନାଗରିକଙ୍କ ଆଖିରୁ ଦୃଷ୍ଟିଶକ୍ତି ଛଡ଼ାଇ ନିଏ, ଆଉ ତା’ପରେ ଗୋଟିଏ ରଙ୍ଗୀନ ଚଷମା ପିନ୍ଧାଇ ଦିଏ। କଥା ହେବା ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀରବତା ବିଷୟରେ, ଯାହା ଆଜି ସଡ଼କରୁ ସଂସଦ ପର୍ଯ୍ୟନ୍ତ ପ୍ରଶ୍ନର ନିଆଁ ଲଗାଇଛି। ଏହି ନୀରବତାକୁ ବୁଝିବାକୁ ହେଲେ ଆପଣଙ୍କୁ ଅତୀତକୁ ଫେରିବାକୁ ପଡ଼ିବ। ଆପଣଙ୍କର ମନେଥିବ, ଦଶନ୍ଧିଏ ତଳେ ଡକ୍ଟର ମନମୋହନ ସିଂହଙ୍କୁ ଦେଶ ‘ମୌନ-ମୋହନ’ ବୋଲି … Continue reading କାହିଁକି ନୀରବ ମୋଦୀ ଜୀ ? || Why is Modi ji silent?