କାହିଁକି ସତ୍ତା ହରାଉଛନ୍ତି ସମ୍ପାଦକରୁ ନେତା ? ।। Why editors to leaders are losing power ?
ଦିନଥିଲା ରାଜ୍ୟ ରାଜନୀତିରେ ସମ୍ପାଦକରୁ ନେତା ହୋଇଥିବା ବ୍ୟକ୍ତିମାନେ ଅତ୍ୟନ୍ତ କ୍ଷମତାଶୀଳ ଥିଲେ। ମନ୍ତ୍ରିମଣ୍ଡଳରେ ଥାଆନ୍ତୁ ବା ନ ଥାଆନ୍ତୁ କ୍ଷମତାକୁ ଚଳାଉ ଥିଲେ। ଏପରିକି ବାଟହୁଡ଼ା ଶାସନ ଓ ପ୍ରଶାସନକୁ ଅଙ୍ଗୁଳି ଦେଖାଇ ସେମାନଙ୍କ ଭୁଲକୁ ଦର୍ଶାଉଥିଲେ। କେବଳ ଭୁଲ ଦର୍ଶାଉଥିଲେ ତାହା ନୁହେଁ, ଏଭଳି ସମ୍ପାଦକମାନଙ୍କର ମତାମତକୁ ରାଜନେତା ଓ ପ୍ରଶାସକମାନେ ଗୁରୁତ୍ୱ ଦେଇ ନିଜ କାମରେ ସଂଶୋଧନ ଆଣିଥିବାର ଅନେକ ନଜିର ରହିଛି। ଏପରି କି ଦିନ ଥିଲା ଖବରକାଗଜରେ … Continue reading କାହିଁକି ସତ୍ତା ହରାଉଛନ୍ତି ସମ୍ପାଦକରୁ ନେତା ? ।। Why editors to leaders are losing power ?
Copy and paste this URL into your WordPress site to embed
Copy and paste this code into your site to embed