କାହିଁକି ଆମେରିକା ଡଲାର ପାଇଁ ଯୁଦ୍ଧ କରେ? || Why does America fight for the dollar?

କେବେ ଚିନ୍ତା କରିଛନ୍ତି କି ଆମେରିକା କାହିଁକି ଇରାକ, ଲିବ୍ୟା କିମ୍ବା ଇରାନ ଭଳି ଦେଶମାନଙ୍କ ଉପରେ ଆକ୍ରମଣ କରେ ବା କଠୋର କଟକଣା ଲଗାଏ? କ’ଣ ଏହା କେବଳ ପରମାଣୁ ବୋମା ପାଇଁ, ନା ଏହା ପଛରେ ରହିଛି ଏକ ବଡ଼ ଆର୍ଥିକ ଷଡ଼ଯନ୍ତ୍ର? ଆଜି ଆମେ ଏହି ଭିଡିଓରେ ତା ଉପରେ ଆଲୋଚନା କରିବା ଆମେରିକାର ସେହି ଅସଲ ଶକ୍ତିର, ଯାହାକୁ କୁହାଯାଏ “ଡଲାର ସାମ୍ରାଜ୍ୟବାଦ”। ମନେପକାନ୍ତୁ ଇରାକର ସଦ୍ଦାମ ହୁସେନଙ୍କ କଥା। ସେ … Continue reading କାହିଁକି ଆମେରିକା ଡଲାର ପାଇଁ ଯୁଦ୍ଧ କରେ? || Why does America fight for the dollar?