ଲଭଲି,ଚୌହ୍ୱାନ ଓ ଗେହଲୋତଙ୍କୁ ମିଳିଲାନି ମନ୍ତ୍ରୀପଦ କିନ୍ତୁ କପିଲ ମିଶ୍ରଙ୍କ ଉପରେ କାହିଁକି ଭରସା କଲା ବିଜେପି?
BJP: ୨୭ ବର୍ଷ ପରେ ଦିଲ୍ଲୀରେ କ୍ଷମତାକୁ ଫେରିଛି ବିଜେପି। ରେଖା ଗୁପ୍ତା ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଏବଂ ତାଙ୍କ ସହ ୬ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। କ୍ୟାବିନେଟରେ ବିଜେପି ବିଶ୍ୱସ୍ତ କର୍ମୀଙ୍କୁ ପ୍ରାଥମିକତା ଦେଇଥିବାବେଳେ କଂଗ୍ରେସ ଓ ଆପ୍ର ପୂର୍ବତନ ମନ୍ତ୍ରୀଙ୍କୁ ସାମିଲ କରାଯାଇ ନାହିଁ। ୨୭ ବର୍ଷ ପରେ ଦିଲ୍ଲୀରେ ସରକାର ଗଠନ କଲା ବିଜେପି। କଂଗ୍ରେସ ଓ ଆପ୍ର ପୂର୍ବତନ ମନ୍ତ୍ରୀଙ୍କୁ ମନ୍ତ୍ରୀ ପଦ ମିଳିନଥିଲା। କପିଲ ମିଶ୍ରଙ୍କୁ କ୍ୟାବିନେଟରେ ସାମିଲ କରାଯାଇଛି। … Continue reading ଲଭଲି,ଚୌହ୍ୱାନ ଓ ଗେହଲୋତଙ୍କୁ ମିଳିଲାନି ମନ୍ତ୍ରୀପଦ କିନ୍ତୁ କପିଲ ମିଶ୍ରଙ୍କ ଉପରେ କାହିଁକି ଭରସା କଲା ବିଜେପି?
Copy and paste this URL into your WordPress site to embed
Copy and paste this code into your site to embed