ଓଡ଼ିଶାର ଯୁବକ କାହିଁକି ଛାଡ଼ୁଛନ୍ତି ନିଜ ମାଟି? || Why are the youth of Odisha leaving their land?

ଶିଳ୍ପ ପୁଞ୍ଜିନିବେଶର ବଡ଼ ବଡ଼ ପ୍ରତିଶ୍ରୁତି ସତ୍ତ୍ୱେ କାହିଁକି ଜାରି ରହିଛି ଦାଦନ ପ୍ରବାସ? ଓଡ଼ିଶାକୁ ଦେଶର ପରବର୍ତ୍ତୀ ଶିଳ୍ପ ହବ୍ ଭାବେ ଗଢ଼ି ତୋଳିବାର ଦାବି ସରକାର ବାରମ୍ବାର କରୁଛନ୍ତି। ନିବେଶକ ସମ୍ମିଳନୀରେ ହଜାର ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ଘୋଷଣା ହେଉଛି, ଶହ ଶହ ଏମ୍‌ଓୟୁ (MoU) ସ୍ୱାକ୍ଷରିତ ହେଉଛି। ସରକାରଙ୍କ ଦାବି ଅନୁଯାୟୀ, ଏହି ନିବେଶ ରାଜ୍ୟରେ ନୂଆ ଶିଳ୍ପ ସ୍ଥାପନ ସହ ଲକ୍ଷ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। କିନ୍ତୁ … Continue reading ଓଡ଼ିଶାର ଯୁବକ କାହିଁକି ଛାଡ଼ୁଛନ୍ତି ନିଜ ମାଟି? || Why are the youth of Odisha leaving their land?