Whose role model is it ? the student’s or the bureaucrat’s and contractor’s? ।। କାହାର ଆଦର୍ଶ, ଛାତ୍ରର ନା ଅମଲା ଓ ଠିକାଦାରର

ଓଡ଼ିଶାର ଶିକ୍ଷା ଇତିହାସରେ ଗୋଦାବରୀଶ ମିଶ୍ର ନାମ କେବଳ ଏକ ସାହିତ୍ୟିକ ପରିଚୟ ନୁହେଁ- ଏହା ଏକ ଚିନ୍ତାଧାରା, ଏକ ସାମାଜିକ ଦାୟିତ୍ୱ ଓ ଏକ ଶିକ୍ଷାଦର୍ଶନର ପ୍ରତୀକ। ସେଇ ନାମକୁ ଆଧାର କରି ଯେତେବେଳେ ରାଜ୍ୟ ସରକାର “ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା” ଆରମ୍ଭ କରନ୍ତି, ସେଠାରେ ସ୍ୱାଭାବିକ ଭାବେ ଆଶା ବଢ଼ିଯାଏ। କିନ୍ତୁ ଆଶା ସହ ଆସେ ପ୍ରଶ୍ନ। ଏହି ଯୋଜନା କ’ଣ ସତରେ ଓଡ଼ିଶାର ପ୍ରାଥମିକ ଶିକ୍ଷାକୁ ମୂଳରୁ ବଦଳାଇବ, … Continue reading Whose role model is it ? the student’s or the bureaucrat’s and contractor’s? ।। କାହାର ଆଦର୍ଶ, ଛାତ୍ରର ନା ଅମଲା ଓ ଠିକାଦାରର