who is the dwarf demon apasmar buried under shiva feet in the Nataraja statue ।। ଭଗବାନ ନଟରାଜଙ୍କ ପାଦତଳେ ଥିବା ବାମନ ଦାନବ କିଏ, ଜାଣିଛନ୍ତି କି ?

ଆପଣ କେବେ ଭଗବାନ ଶିବଙ୍କ ନଟରାଜ ମୁଦ୍ରାକୁ ଗଭୀର ଭାବେ ଲକ୍ଷ୍ୟ କରିଛନ୍ତି କି? ନଟରାଜ ମୁଦ୍ରାରେ ଭଗବାନ ଶିବଙ୍କ ନୃତ୍ୟ ରୂପ ଅତ୍ୟନ୍ତ ପ୍ରସିଦ୍ଧ। ଶିବ ତାଣ୍ଡବ ନୃତ୍ୟ କରନ୍ତି ଏବଂ ନୃତ୍ୟ କରୁଥିବା ସମୟରେ ତାଙ୍କ ଡାହାଣ ପାଦ ତଳେ ଏକ ବାମନ ଆକାରର ଦୈତ୍ୟକୁ ଚାପି ରଖିଛନ୍ତି। ତେବେ ଶିବଙ୍କ ପାଦତଳେ ଚାପି ହୋଇ ରହିଥିବା ବାମନ ଦୈତ୍ୟ କିଏ ? ଏହା ପଛରେ ଏକ ସମ୍ପୂର୍ଣ୍ଣ ରୋଚକ କାହାଣୀ ରହିଛି, ଯାହାକୁ … Continue reading who is the dwarf demon apasmar buried under shiva feet in the Nataraja statue ।। ଭଗବାନ ନଟରାଜଙ୍କ ପାଦତଳେ ଥିବା ବାମନ ଦାନବ କିଏ, ଜାଣିଛନ୍ତି କି ?