ଓଡ଼ିଶାର ଦକ୍ଷିଣାଞ୍ଚଳର କିଛି ଜିଲ୍ଲାରେ—ବିଶେଷକରି ଗଞ୍ଜାମ, ଗଜପତି, ରାୟଗଡ଼ା ଏବଂ ମାଲକାନଗିରିରେ—ଯେଉଁ ଭୟଙ୍କର ପ୍ରାକୃତିକ ଦୁର୍ବର୍ଷତା ଏବଂ ବନ୍ୟା ପରିସ୍ଥିତି ସୃଷ୍ଟି ହେଲା, ଯେଉଁଠି ଲୋକଙ୍କ ଘରଦ୍ୱାର ଭାଙ୍ଗିଲା, ଧନଜୀବନ ନଷ୍ଟ ହେଲା—ତା’ ପାଇଁ ପ୍ରକୃତରେ ଦାୟୀ କିଏ? ଆମେ କ’ଣ ପ୍ରତିଟି ଦୈବୀଦୁର୍ବିପାକ ପାଇଁ କେବଳ ଇନ୍ଦ୍ରଦେବତା ବା ପ୍ରକୃତିକୁ ଦୋଷ ଦେଇ ଚୁପ୍ ରହିଯିବା? କିନ୍ତୁ ପ୍ରଶ୍ନ ଉଠୁଛି, ପ୍ରକୃତିର ପ୍ରକୋପ ଅପେକ୍ଷା ଆମର ପ୍ରଶାସନିକ ଅବହେଳା, ଭୁଲ୍ ଜଳ ପରିଚାଳନା ଏବଂ କିଛି … Continue reading Whiff of a conspiracy in Ganjam-Gajapati flood management II ଗଞ୍ଜାମ-ଗଜପତି ବନ୍ୟା ପରିଚାଳନାରେ ଷଡ଼ଯନ୍ତ୍ରର ଗନ୍ଧ
Copy and paste this URL into your WordPress site to embed
Copy and paste this code into your site to embed