କୁଆଡ଼େ ଗଲା ବିଜେପି ଆଇଟି ସେଲ୍? || Where did the BJP IT cell go?

ଆଜି ରାଜନୀତିର ସେହି ଅନ୍ଧାର କୋଠରୀର କବାଟ ଖୋଲିବା, ଯେଉଁଠି ଦଳକୁ ଜିତାଇଥିବା ଅସଲ କାରିଗରମାନେ ଆଜି ଅଭିମାନର ଚଦର ଘୋଡ଼େଇ ହୋଇ ବସିଛନ୍ତି। ଆଜି କଥା ହେବା ଓଡ଼ିଶା ରାଜନୀତିର ସେହି ଅଦୃଶ୍ୟ ସେନାବାହିନୀର, ଯାହାଙ୍କୁ ଆମେ ବିଜେପି ଆଇଟି ସେଲ୍ (BJP IT Cell) ବୋଲି ଜାଣୁ। ସେହି ସ୍ୱାଭିମାନୀ ଭାଇମାନଙ୍କୁ ପ୍ରଶ୍ନ—କୁଆଡ଼େ ଗଲେ ଆପଣମାନେ? ବର୍ଷ ବର୍ଷ ଧରି ବିନା ପଇସାରେ, ଖରା-ବର୍ଷା-ଶୀତକୁ ଖାତିର ନ କରି, ବିରୋଧୀଙ୍କ ମାଡ଼, ଗାଳି ଆଉ … Continue reading କୁଆଡ଼େ ଗଲା ବିଜେପି ଆଇଟି ସେଲ୍? || Where did the BJP IT cell go?