କଂଗ୍ରେସ କେବେ ବୁଝିବ? ତୃଷ୍ଟିକରଣ ରାଜନୀତିର ସୀମା ଅଛି! || When will Congress understand? There are limits to the politics of appeasement!

ଏଥିପାଇଁ ବୋଧେ ସାରା ଦେଶରେ କଂଗ୍ରେସକୁ ପରାଜୟର ସାମ୍ନା କରିବାକୁ ପଡୁଛି । କଂଗ୍ରେସ ଜିତିଲେ ସବୁଜ ପତକା ଉଡୁଛି, ପାକିସ୍ତାନଙ୍କୁ ସୁହାଇଲା ଭଳି ନାରା ଲାଗୁଛି। ଅନ୍ୟପଟେ ବିଜେପି ଜିତିଲେ ସରକାରୀ ଅଫିସରେ ବାବୁମାନେ ଖୁସିରେ ଗେରୁଆ ରଙ୍ଗରେ ଅଦିନିଆ ହୋଲି ଖେଳୁଛନ୍ତି । ଗୋଟେ ପଟେ କେରଳରେ କଂଗ୍ରେସ ଜିତିବା ଖୁସି ଆଉ ଅନ୍ୟପକ୍ଷେ ପଶ୍ଚିମବଙ୍ଗରେ ବିଜେପି ଜିତିବା ଖୁସି , ଗୋଟେ ଗେରୁଆ ରଙ୍ଗରେ ସବୁ କିଛି ରଙ୍ଗିନ ତ ଅନ୍ୟ ପକ୍ଷରେ … Continue reading କଂଗ୍ରେସ କେବେ ବୁଝିବ? ତୃଷ୍ଟିକରଣ ରାଜନୀତିର ସୀମା ଅଛି! || When will Congress understand? There are limits to the politics of appeasement!