ଆମେରିକାକୁ ବଡ଼ ଝଟକା ।। Whatsapp
ରୁଷିଆ ଆମେରିକାକୁ ବଡ଼ ଝଟକା ଦେଇଛି । ମେଟା କମ୍ପାନୀର ଏକ ପ୍ରମୁଖ ପ୍ଲାଟଫର୍ମ ହ୍ୱାଟ୍ସଆପ୍କୁ ରୁଷିଆରେ ପୂର୍ଣ୍ଣ ବ୍ୟାନ୍ କରାଯାଇଛି । ମୋସ୍କୋ ସରକାର ଏହି ନିଷ୍ପତ୍ତିକୁ ନିଶ୍ଚିତ କରିଛି ଯେ, ମେଟା ଦେଶର ଆଇନକୁ ମାନିନଥିବାରୁ ଏହି ପ୍ରତିବନ୍ଧକ ଲାଗୁ କରାଯାଇଛି। ରୁଷର ପ୍ରବକ୍ତା ଦିମିତ୍ରୀ ପେସକୋବ ଏକ ମିଡିଆ ପ୍ଲାଟଫର୍ମରେ କହିଛନ୍ତି ଯେ ମେଟା ଆଇନ ପାଳନ ନ କରିଥିବାରୁ ହ୍ୱାଟ୍ସଆପ୍କୁ ପ୍ରତିବନ୍ଧିତ ହୋଇଛି। ସେ ଲୋକମାନେ MAX ନାମକ ଏକ ସ୍ଥାନୀୟ … Continue reading ଆମେରିକାକୁ ବଡ଼ ଝଟକା ।। Whatsapp
Copy and paste this URL into your WordPress site to embed
Copy and paste this code into your site to embed