What is Trump’s silent strategy with tariff barrage and peace rhetoric? ।। ଟାରିଫ୍ ତରବାରୀ ଓ ଶାନ୍ତି ରାଗ ସହ ଟ୍ରମ୍ପଙ୍କ ଶୁମ୍ଭ ନିଶୁମ୍ଭ ରଣନୀତି କ’ଣ ?

ଭାରତ ଓ ଆମେରିକାର ସମ୍ପର୍କ ଆଜି ବେଶ ସମ୍ବେଦନଶୀଳ ସ୍ଥିତିରେ ଅଛି। ଭାରତକୁ ତୁରନ୍ତ କ୍ଷତି ହୋଇପାରେ, କିନ୍ତୁ ଦୀର୍ଘକାଳୀନ କ୍ଷତିରୁ ଆମେରିକା ମଧ୍ୟ ରକ୍ଷା ପାଇବ ନାହିଁ। ଏହି ଝଗଡ଼ାରୁ ସ୍ପଷ୍ଟତଃ ଚୀନକୁ ଲାଭ ହେବ ଏବଂ ଚୀନ କେବଳ ଭାରତ ପାଇଁ ନୁହେଁ, ଆମେରିକା ପାଇଁ ମଧ୍ୟ ବିପଦ ସାଜିବ। ୟୁକ୍ରେନରେ ଯୁଦ୍ଧ ମୋଦୀଙ୍କ ଯୁଦ୍ଧ… ଭାରତ ବହୁତ ଅହଂକାରୀ… ଭାରତ ୟୁକ୍ରେନରେ ନରସଂହାର କରାଉଛି… ଏହିପରି କିଛି ବାକ୍ୟ ଭାରତ ଓ ଆମେରିକାର … Continue reading What is Trump’s silent strategy with tariff barrage and peace rhetoric? ।। ଟାରିଫ୍ ତରବାରୀ ଓ ଶାନ୍ତି ରାଗ ସହ ଟ୍ରମ୍ପଙ୍କ ଶୁମ୍ଭ ନିଶୁମ୍ଭ ରଣନୀତି କ’ଣ ?