କ’ଣ କରୁଛନ୍ତି ଏମାନେ? II What are they doing?

୨୦୨୪ ମସିହା… ଓଡ଼ିଶାରେ ଏକ ବଡ଼ ପରିବର୍ତ୍ତନର ବର୍ଷ ଥିଲା। ଦୀର୍ଘ ବର୍ଷର ଶାସନ ପରେ ରାଜ୍ୟରେ ବିଜେପି ସରକାର ଗଢ଼ିଲା। ଲୋକମାନେ ବହୁତ ଆଶା ନେଇ, ବହୁତ ଭରସା ନେଇ ପଦ୍ମ ଚିହ୍ନରେ ଭୋଟ୍‌ ଦେଲେ। କିନ୍ତୁ ଆଜି ସ୍ଥିତି କ’ଣ ହୋଇଛି ଜାଣିଛନ୍ତି ? ବିଜେପି ସରକାର କ୍ଷମତାକୁ ଆସିବା ପର ଠାରୁ ସତେ ଯେମିତି ଏହି ଦଳଟି କେବଳ ଲୋକଙ୍କ ଦୃଷ୍ଟିରେ ନିନ୍ଦିତ ହେବା ପାଇଁ ଜନ୍ମ ହୋଇଛି ! ଆଶ୍ଚର୍ଯ୍ୟ ଲାଗୁଛି … Continue reading କ’ଣ କରୁଛନ୍ତି ଏମାନେ? II What are they doing?