ଖସିଲା ସାଢ଼େ ୮ କିଲୋରୁ ଅଧିକ ଓଜନ;ସୋନମ୍ ୱାଙ୍ଗଚୁକ୍‌ଙ୍କୁ ଅନଶନ ଭାଙ୍ଗିବାକୁ ଆକୁଳ ନିବେଦନ || Weight loss of more than 8.5 kg; Sonam Wangchuk urged to break hunger strike

ଲଦ୍ଦାଖକୁ ସମ୍ବିଧାନର ଷଷ୍ଠ ଅନୁସୂଚୀରେ ସାମିଲ କରିବା ଏବଂ ପରିବେଶ ସୁରକ୍ଷା ଦାବିରେ ଦୀର୍ଘ ଦିନ ଧରି ଭୁକ ହଡ଼ତାଲ ବା ଅନଶନରେ ବସିଥିବା ପ୍ରସିଦ୍ଧ ପରିବେଶବିତ୍ ତଥା ସମାଜସେବୀ ସୋନମ୍ ୱାଙ୍ଗଚୁକ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ଦେଶର ବହୁ ବିଶିଷ୍ଟ ବ୍ୟକ୍ତିତ୍ୱ ୱାଙ୍ଗଚୁକ୍‌ଙ୍କୁ ତାଙ୍କର ଏହି ଆମରଣ ଅନଶନ ଶେଷ କରିବାକୁ ଆକୁଳ ନିବେଦନ କରିଛନ୍ତି। ‘ସିଟିଜେନ୍ସ ଫର ଜଷ୍ଟିସ ଆଣ୍ଡ ପିସ’ ର ଏକ ମିଳିତ ଅଭିଯାନ ମାଧ୍ୟମରେ … Continue reading ଖସିଲା ସାଢ଼େ ୮ କିଲୋରୁ ଅଧିକ ଓଜନ;ସୋନମ୍ ୱାଙ୍ଗଚୁକ୍‌ଙ୍କୁ ଅନଶନ ଭାଙ୍ଗିବାକୁ ଆକୁଳ ନିବେଦନ || Weight loss of more than 8.5 kg; Sonam Wangchuk urged to break hunger strike