Water dispute or loot of treasury? ।। ଜଳବିବାଦ ନା ରାଜକୋଷ ଲୁଟ୍? ୧୦ ଦିନରେ ୫ କୋଟି ‘ସ୍ୱାହା’
ମହାନଦୀ ଓଡ଼ିଶାର କେବଳ ଗୋଟିଏ ନଦୀ ନୁହେଁ, ଏହା ଓଡ଼ିଶାର ଅର୍ଥନୀତି, କୃଷି, ସଂସ୍କୃତି ଓ ଭାବନାର ସହିତ ଗଭୀର ଭାବେ ଜଡ଼ିତ। ମହାନଦୀର ପାଣି ଉପରେ ରାଜ୍ୟର ଚାଷୀର ଜୀବିକା, ଶିଳ୍ପର ଭବିଷ୍ୟତ ଓ ପରିବେଶର ସନ୍ତୁଳନ ନିର୍ଭର କରେ। ସେହି ମହାନଦୀକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦୀର୍ଘବର୍ଷ ଧରି ଚାଲିଥିବା ଜଳବିବାଦ ଆଜି ମଧ୍ୟ ନିରାକରଣ ହୋଇପାରିନାହିଁ। କିନ୍ତୁ ବିଡମ୍ବନା ଏହା—ବିବାଦର ସମାଧାନ ନ ହେଲେ ମଧ୍ୟ, ଏହାର ନାଁରେ କୋଟି … Continue reading Water dispute or loot of treasury? ।। ଜଳବିବାଦ ନା ରାଜକୋଷ ଲୁଟ୍? ୧୦ ଦିନରେ ୫ କୋଟି ‘ସ୍ୱାହା’
Copy and paste this URL into your WordPress site to embed
Copy and paste this code into your site to embed