ଫୁଟପାଥ୍‌ରେ ଚାଲିବା ନାଗରିକଙ୍କ ମୌଳିକ ଅଧିକାର : ସର୍ବୋଚ୍ଚ ଅଦାଲତଙ୍କ ଐତିହାସିକ ରାୟ, ଗାଡ଼ି ସଂଘର୍ଷରୁ ମିଳିବ ମୁକ୍ତି || Walking on footpath is a fundamental right of citizens: Historic verdict of Supreme Court, will get relief from vehicle collisions

ଦେଶର ପଥଚାରୀମାନଙ୍କ ପାଇଁ ଏକ ବଡ଼ ଏବଂ ସୁଦୂରପ୍ରସାରୀ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ସୁରକ୍ଷିତ ତଥା ଅବରୋଧମୁକ୍ତ ଫୁଟପାଥ୍‌ରେ ଚାଲିବା ନାଗରିକମାନଙ୍କର ଏକ ‘ମୌଳିକ ଅଧିକାର’ । ସମ୍ବିଧାନର ଅନୁଚ୍ଛେଦ ୧୯(୧)(ଡି) ଅଧୀନରେ ମିଳିଥିବା ମୁକ୍ତ ଭାବେ ବୁଲିବା ସ୍ୱାଧୀନତା ଏବଂ ଅନୁଚ୍ଛେଦ ୨୧ ଅଧୀନରେ ଥିବା ଜୀବନ ଜୀବିକାର ଅଧିକାରର ଏହା ଏକ ଅବିଚ୍ଛେଦ୍ୟ ଅଂଶ। ଜଷ୍ଟିସ୍ ପି. ଏସ୍. ନରସିଂହ ଏବଂ ଜଷ୍ଟିସ୍ ଏ. ଏସ୍. ଚନ୍ଦୁରକରଙ୍କୁ … Continue reading ଫୁଟପାଥ୍‌ରେ ଚାଲିବା ନାଗରିକଙ୍କ ମୌଳିକ ଅଧିକାର : ସର୍ବୋଚ୍ଚ ଅଦାଲତଙ୍କ ଐତିହାସିକ ରାୟ, ଗାଡ଼ି ସଂଘର୍ଷରୁ ମିଳିବ ମୁକ୍ତି || Walking on footpath is a fundamental right of citizens: Historic verdict of Supreme Court, will get relief from vehicle collisions