A snub from the residents of Kotia to the Odisha government II ଓଡ଼ିଶା ସରକାରକୁ କୋଟିଆବାସୀଙ୍କ ଠେଙ୍ଗା

ଓଡ଼ିଶା-ଆନ୍ଧ୍ର ସୀମାନ୍ତ କୋଟିଆକୁ ନେଇ ପୁଣିଥରେ ତେଜିଛି ବିବାଦ। ଓଡ଼ିଶା ସରକାରଙ୍କ କଡ଼ା ସୁରକ୍ଷା ବଳୟ ଏବଂ ନାଲିଆଖିକୁ ଭେଦି, କୋଟିଆର ବିବାଦୀୟ ଗାଁଗୁଡ଼ିକରେ ପଞ୍ଚାୟତ ନିର୍ବାଚନ କରାଇବାକୁ ଆନ୍ଧ୍ର ପ୍ରଦେଶ ଆଉ ଏକ ପାଦ ଆଗକୁ ବଢ଼ିଛି। ଆଗାମୀ ଡିସେମ୍ବର ୨ ତାରିଖରେ କୋଟିଆରେ ସରପଞ୍ଚ ଓ ୱାର୍ଡସଭ୍ୟ ପଦବି ପାଇଁ ନିର୍ବାଚନ କରାଇବାକୁ ଆନ୍ଧ୍ର ପ୍ରଶାସନ ପ୍ରସ୍ତୁତି ଚଳାଇଥିବାବେଳେ, ସୋମବାର ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଆଉ ସବୁଠାରୁ ବଡ଼ ଚିନ୍ତାର ବିଷୟ … Continue reading A snub from the residents of Kotia to the Odisha government II ଓଡ଼ିଶା ସରକାରକୁ କୋଟିଆବାସୀଙ୍କ ଠେଙ୍ଗା